ଜମ୍ମୁ କଶ୍ମୀରରେ ଏନଆଇଏର ଚଢ଼ଉ: ସଂଖ୍ୟାଲଘୁ ହତ୍ୟା ଓ ଆତଙ୍କବାଦୀ ଆକ୍ରମଣ ନେଇ କାର୍ଯ୍ୟାନୁଷ୍ଠାନ

ଶ୍ରୀନଗର: ଜାତୀୟ ଅନୁସନ୍ଧାନ ଏଜେନ୍ସି (ଏନଆଇଏ) ଆଜି ଜାମ୍ମୁ କାଶ୍ମୀରର ବିଭିନ୍ନ ସ୍ଥାନରେ ସୁରକ୍ଷା କର୍ମୀଙ୍କୁ ଟାର୍ଗେଟ କରି କରାଯାଇଥିବା ଆକ୍ରମଣ ଓ ସଂଖ୍ୟାଲଘୁଙ୍କ ହତ୍ୟା ଘଟଣାରେ ଚଢ଼ଉ କରିଛି। ଗତ ବର୍ଷ ଏ ନେଇ ଦାଖଲ ହୋଇଥିବା ଏଫ୍ଆଇଆର୍ ଆଧାରରେ ଆଠଟି ସ୍ଥାନରେ ଏହି ଚଢ଼ଉ କରାଯାଇଛି। ଚଢ଼ଉ ସମୟରେ ଏନଆଇଏ ପଚରାଉଚରା ଲାଗି ୬ ଜଣଙ୍କୁ ଉଠାଇ ନେଇଥିବା ସୂଚନା ରହିଛି। ଏହି ୬ଜଣ ପାକିସ୍ତାନୀ ଗୁଇନ୍ଦା … Continue reading ଜମ୍ମୁ କଶ୍ମୀରରେ ଏନଆଇଏର ଚଢ଼ଉ: ସଂଖ୍ୟାଲଘୁ ହତ୍ୟା ଓ ଆତଙ୍କବାଦୀ ଆକ୍ରମଣ ନେଇ କାର୍ଯ୍ୟାନୁଷ୍ଠାନ